Odia News Portal
Yearly Archives

2021

ଆଜି ମହାନଦୀର ଦୀର୍ଘତ୍ତମ ସେତୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମହାନଦୀରେ ରାଜ୍ୟରେ ଦୀର୍ଘତମ ସେତୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତା ପୂର୍ବରୁ ଏହି ‘ଟି’ ଆକୃତିର ସେତୁର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଉପରେ ଏହି ଦୀର୍ଘତମ ସେତୁ ଅଧିକରୁ ଅଧିକ ଲୋକ ଓ ସ୍ଥାନକୁ ଯୋଡିବ । ଏହାଦ୍ୱାରା ଅଧିକ

ଓମିକ୍ରନ ପାଇଁ ନେଦରଲ୍ୟାଣ୍ଡରେ ଲକ୍ ଡାଉନ ଘୋଷଣା

ୟୁରୋପରେ ଓମିକ୍ରନର ପ୍ରକୋପ ଚିନ୍ତା ବଢାଇଛି। ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାରୁ ବିଭିନ୍ନ ଦେଶରେ କଠିନରୁ କଠିନ କଟକଣା ଲାଗୁ କରାଯାଉଛି। ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ପୁଣି ଥରେ ଦେଶବ୍ୟାପୀ ଲକ୍ ଡାଉନ ଘୋଷଣା କରିଛନ୍ତି। ଜାନୁଆରୀ ପର୍ୟ୍ୟନ୍ତ

ରାଜ୍ୟରେ ରୋଗୀ ସେବାର ନୂଆ ଯୋଜନା କଲେ ମୁଖ୍ୟମନ୍ତ୍ରୀ

ଦୂର୍ଗମ ଅଞ୍ଚଳରେ ରହିବ ନାହିଁ ସ୍ବାସ୍ଥ୍ୟସେବା ଜନିତ ଅସୁବିଧା। କିଛି ବି ଅସୁବିଧା ହେଲେ ରୋଗୀ ନିକଟରେ ଏୟାର ଲିଫ୍ଟରେ ପହଞ୍ଚିବେ ଡାକ୍ତର । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ ।

ଜାଡ଼ରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର

ଆତ ଖାଇବା ଦ୍ୱାରା ଦୁର ହୋଇଥାଏ ଏହି ସବୁ ରୋଗ

ବଜାରରେ ଅନେକ ତଟକା ଫଳ ଏବଂ ପନିପରିବା ମିଳୁଛି , ଯାହାକୁ ଲୋକମାନେ ବର୍ଷସାରା ଅପେକ୍ଷା କରନ୍ତି । ଆତ ମଧ୍ୟ ଏପରି ଏକ ଫଳ ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସ୍ୱାଦ ବ୍ୟତୀତ ଆତ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।ସାଧାରଣତ ଆତ ଭାବରେ ଜଣାଶୁଣା, ଏହି

କେରଳ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି ଡବଲ ମର୍ଡର

କୋଚି: ଦୁଇଟି ରାଜନୈତିକ ହତ୍ୟା କେରଳର ରାଜନୀତିକୁ ଗରମ କରିଦେଇଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ହତ୍ୟା ଘଟଣା ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି କରିଛି । ଫଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଘଟଣାକୁ CM ମଧ୍ୟ ନିନ୍ଦା କରିଛନ୍ତି । ରବିବାର ସକାଳେ ଆଲାପୁଜାଠାରେ ବିଜେପି

ନିଜ ମେହେନ୍ଦୀ ଫଟୋ ସେୟାର କଲେ କ୍ୟାଟ୍ରିନା

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍ ଓ ବିକ୍କି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ବିବାହ ପରେ ଦୁହେଁ ବିବାହ ସହ ଜଡିତ ଅନେକ ଫଟୋ

ମାଆର ଶିଳପୁଆ ମାଡରେ ଝିଅର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ଥାନା କଲାମେଘା ଏନ୍ଟିପିସି ଥଇଥାନ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡ଼ରେ ନାବାଳିକା ଝିଅର ମୃତ୍ୟୁ । ହତ୍ୟା ପରେ ମାଆର ମଧ୍ୟ ଆତ୍ମହତ୍ୟା ଉଦ୍ୟମ । କିନ୍ତୁ ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ

ପ୍ରତି ଟ୍ରେନରେ ମହିଳାଙ୍କ ପାଇଁ ରହିବ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା

ମହିଳାଙ୍କ ପାଇଁ ରେଳବାଇ ବିଭାଗ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଘୋଷଣା କରିଛି । ଟ୍ରେନରେ ଯାତ୍ରା କରୁଥିଲେ ମହିଳମାନେ ଆଦୌ ଟେନ୍ସନ ନେବାର ନାହିଁ । ଭାରତୀୟ ରେଳ ବିଭାଗ ମହିଳାଙ୍କ ପାଇଁ ଖାସ ବ୍ୟବସ୍ଥା ଘୋଷଣା କରିଛି । ଯେଉଁଥିପାଇଁ ଆଉ ମହିଳାଙ୍କୁ ଟ୍ରେନରେ ସିଟ ପାଇଁ ଅସୁବିଧା ହେବାକୁ

ବିବାଦର ହଉନି ଅନ୍ତ ଶାଶୁଘରେ ଆଗରେ ରୋଷେଇ କଲେ ତପସ୍ୱିନୀ

ବ୍ରହ୍ମପୁର: ଶାଶୂଘର ଆଗରେ ଜାରି ରହିଛି ତପସ୍ୱିନୀଙ୍କ ପ୍ରତିବାଦ। ଶୀତ କାକରରେ ଘର ଆଗରେ ଧାରଣା ଦେବା ସହ ସେଇଠି ରାତିରେ ରହୁଛନ୍ତି ତପସ୍ୱିନୀ। ଆଜିଠାରୁ ଶାଶୁ ଘର ଆଗରେ ରୋଷେଇ ଆରମ୍ଭ କରିଛନ୍ତି। ତେବେ ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତପସ୍ୱିନୀ।