Odia News Portal
Yearly Archives

2021

ଆସନ୍ତୁ ଜାଣିବା ଗାଈ କ୍ଷୀର ର ଉପକାରିତା

ଗାଇକ୍ଷୀର ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଗାଇ କ୍ଷୀରରେ କେଉଁ କେଉଁ ରୋଗକୁ ଦୂର କରାଯାଇପାରିବ ସେ ବିଷୟରେ ଜାଣିବା । ୧ . ବୌଦ୍ଧିକ ବିକାଶ ତଥା ମସ୍ତିଷ୍କର ବିକାଶ ପାଇଁ ଗାଈକ୍ଷୀର ଖୁବ୍ ଲାଭଦାୟକ । ଉଭୟ ବ୍ୟକ୍ତି ଏବଂ ପିଲାଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ହୁଏ

ଦୁର୍ଘଟଣାରେ ତିନି ବାଇକ୍ ଆରେହୀଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ। ଝିଅର ଦେହ ଖରାପ କଥା ଶୁଣି ରାତାରାତି ଧାଇଁ ଆସୁଥିଲା ବାପା । ସାଙ୍ଗରେ ଥିଲେ ଦୁଇ ବନ୍ଧୁ । କେମିତି ଘରେ ପହଁଚିବେ, ଆଉ ଅଲିଅଳି ଝିଅକୁ ନେଇ ଡାକ୍ତରଖାନାକୁ ଚେକଅପ୍ ପାଇଁ ଯିବେ। ମନଖାଲି ଘାଣ୍ଟି ହେଉଥିଲା ତାଙ୍କର। ହେଲେ କିଏ ଜାଣିଥିଲା ବାଟରେ ଜଗିବସିଥିଲା

ଆସନ୍ତା ୪-୫ ଦିନ ବଢିବ ଶୀତର ପ୍ରକୋପ

ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ଡିଜି ।

ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।

ରୋହିତଙ୍କ ସହ ସମ୍ପର୍କ ଖରାପ ନେଇ ମୁହଁ ଖୋଲିଲେ ବିରାଟ

ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ

ଚିତ୍ତରଂଜନ ପଲେଇ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ର।ଞ୍ଚ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ ପିଏସଓ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଓଡ଼ିଶା ପୋଲିସ କାର୍ୟ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି ।

ଶେଷରେ ହାରିଗଲେ ବରୁଣ ସିଂ

ଜୀବନ ଯୁଦ୍ଧରେ ହାରିଗଲେ ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂ । ତାମିଲନାଡୁ କୁନ୍ନୁରରେ ବାୟୁସେନା ଚପର କ୍ରାସ୍ ଘଟଣାରେ ୭ ଦିନ ପରେ ଜୀବନ-ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଛନ୍ତି ବରୁଣ। ଏନେଇ ଟ୍ଵିଟ କରି ଜଣାଇଲା ଭାରତୀୟ ବାୟୁସେନା। ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ

ରାଜ୍ୟରେ ୨୨୮ କୋରନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୧୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଅଂଚଳରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୮ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଠାରୁ ୭ଟି ସ୍ଥାନରେ ଆରମ୍ଭ ଇକୋ ରିଟ୍ରିଟ

ଆଜି ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ଭିିସି ଜରିଆରେ ଇକୋ ରିଟ୍ରିଟ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ,ହୀରାକୁଦ, ପାତି ସୋନପୁର ଓ କୋରାପୁଟରେ ହେବ ଇକୋ ରିଟ୍ରିଟ୍ ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି

ଭାରତରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମହାରଷ୍ଟ୍ରରୁ ୮ ଜଣ ମୁମ୍ବାଇରୁ କେବଳ ୭ ଜଣ ହୋଇଥିବା ବେଳେ ଭାସନୀ ବିହାରରୁ ଜଣେ ବୋଲି ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୫ ଜଣ ପୁରୁଷ । ସମସ୍ତଙ୍କ ବୟସ ୨୪ରୁ ୪୧ ମଧ୍ୟରେ । ୩ ଜଣ ସଂକ୍ରମିତଙ୍କ ଠାରେ