Odia News Portal
Yearly Archives

2021

ପଞ୍ଚମ ଦିନ ଖେଳ ଆରମ୍ଭରୁ ଭାରତକୁ ସଫଳତା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ଅନ୍ତିମ ଦିନ । ଲଗାତାର ବର୍ଷା ଜାରି ରହିଥିବାରୁ ଖେଳ ବନ୍ଦ ରହିଛି । ତେବେ ଆଜି ଖେଳ ଆରମ୍ଭରୁ ଭାରତକୁ ମିଳିଛି ସଫଳତା । ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳୀ ରସ ଟେଲର ଆଉଟ ହୋଇ ପାଭଭିଲିୟନ ଫେରିଛନ୍ତି । ସାମିଙ୍କ ବଲରେ କ୍ୟାଚ ଆଉଟ୍

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର

ଟୋକିଓ ଅଲମ୍ପିକରେ ଓଡ଼ିଆ ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ପଦବୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଲାଗି ଭାରତୀୟ ହକି ଦଳ ଘୋଷଣା ହୋଇଛି । ତେବେ ଓଡ଼ିଶା ବାସୀଙ୍କ ଲାଗି ଏକ ଖୁସି ଖବର । ଭାରତୀୟ ହକି ଦଳର ଉପଅଧିନାୟକ ଭାବେ ବିରେନ୍ଦ୍ର ଲାକ୍ରାଙ୍କ ନାମକୁ ଘୋଷଣା କରିଛି ହକି ଇଣ୍ଡିଆ । ସେପଟେ ହରମନପ୍ରୀତ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି । ଉଭୟ ଦଳର

CBSE, ICSE ମୂଲ୍ୟାୟନ ନିଷ୍ପତି କାଏମ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପନ୍ଧତିକୁ ସୁପ୍ରିମକୋର୍ଟଙ୍କ କାଏମ । ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ନିଷ୍ପତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଆଜିଠୁ ରାଜ୍ୟରେ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି । ତେବେ ପ୍ରଥମ ଥର ପାଇଁ

WTC ଫାଇନାଲ: ଶେଷଦିନରେ ବର୍ଷା ସାଜିଲା ବାଧକ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ପଞ୍ଚମ ଦିନ ଅଥବା ଶେଷ ଦିନ । ତେବେ ଆଜି ଖେଳ ଆରମ୍ଭରୁ ବର୍ଷା ହୋଇଛି । ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ୨ଟି ୱିକେଟ ଯାଇଛି । ରସ ଟେଲର ଓ କେନ ୱିଲିୟମନସନ ବ୍ୟାଟିଂ କରିବାକୁ ମଇଦାନକୁ

ଟିଫିନ୍ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି। ଯବାନମାନେ କୁମ୍ବିଂ ଅପରେସନ

ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୦୨୨ ହେବ ପଞ୍ଚାୟତ ନିର୍ବାଚନ । ମାର୍ଚ୍ଚ ୧୦ ତାରିଖ ୨୦୨୨ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ନିବାଚନ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କି ଏହାପୂର୍ବରୁ ସଂରକ୍ଷଣ ପ୍ରକିୟା ଓ ସମୟ ନିର୍ଦ୍ଧାରଣ

ମହଙ୍ଗା ପଡ଼ିପାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା

ଅନୁଗୁଳ: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ବିଜେପି । ତେବେ ଗତକାଲି ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ । ଆଜି ଏନେଇ ଥାନାରେ ଫେରାଦ ଦେଇଛନ୍ତି ବିଜେଡ଼ି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ

ବଲାଙ୍ଗୀରର ବିକ୍ରମଙ୍କୁ ବ୍ୟବସାୟୀରୁ କିଏ କରିଦେଲା ପାଗଳ ପ୍ରେମୀ

ଭୁବନେଶ୍ୱର: ବିକ୍ରମ ହାତରେ କିଏ ଧରାଇଲା ବନ୍ଧୁକ ? ବ୍ୟବସାୟୀକୁ କିଏ କରିଦେଲା ବେକାର ? ସାଧାସିଧା ପ୍ରେମିକକୁ କିଏ କରିଦେଲା ପାଗଳପ୍ରେମୀ ? ଏମିତି ଅନେକ ଅସମାପ୍ତ ପ୍ରଶ୍ନର ଉତର ଖୋଜୁଛି ପୁରୁଷର ପ୍ରେମ… । ବନ୍ଧୁକ ମୁନରେ ପ୍ରେମିକାର ସମ୍ପର୍କୀୟଙ୍କୁ ବନ୍ଧକ ରଖିଥିବା ଅଭିଯାଗରେ ଜେଲ୍