Odia News Portal
Yearly Archives

2022

ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ବାତ୍ୟା ମ୍ୟାଣ୍ଡ୍‌ସ୍‌, ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ବହିବ ପବନ

ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ଦକ୍ଷିଣପଶ୍ଚିମ ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍‌’ରେ ପରିଣିତ ହେବାରୁ ଭାରତୀୟ ପାଣିପାଗ ବିଭାଗ ଆଜି ସକାଳେ ଉତ୍ତର ତାମିଲନାଡୁ,

ପଦ୍ମପୁର ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନ ରଖିଛି ବିଜେଡି

ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଶଷେ ସୀମାରେ ପହଂଚିବାକୁ ବସିଲାଣି ।ପ୍ରଥମ ରାଉଣ୍ଡରୁ ବର୍ତ୍ତମାନ ଯାଏ ସବୁଥିରେ ବିଜେଡି ପ୍ରାର୍ଥୀ ଆଗରେ ରଖିଥିବା ବେଳେବର୍ତ୍ତମାନ ୨୨ ନମ୍ବର ରାଉଣ୍ଡର ଫଳାଫଳ ଘୋଷଣା ହୋଇଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୪୯୭୦ ଖଣ୍ଡ ଭୋଟ୍ ମିଳିଥିବା

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଫରେଷ୍ଟ ରେଞ୍ଜର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟିଟିଲାଗଡ଼ ରେଞ୍ଜର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ, ପୈତୃକ ଘର ସହ ଏକ କାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ତନାଘନା କରୁଥିବା

ପଦ୍ମପୁର ଉପନିର୍ବାଚନ :୭ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

ଚାଲିଛି ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି।ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ହାତେଇଥିଲା। ପରେ ପ୍ରଥମ ରାଉଣ୍ଡ ସୁଦ୍ଧା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲା ବିଜେଡି । ପ୍ରଥମ, ଦ୍ୱିତୀୟ, ତୃତୀୟ ରାଉଣ୍ଡ ଠାରୁ ଆରମ୍ଭ କରି ୭ମ ରାଉଣ୍ଡ

ପଦ୍ମପୁର ଉପନିର୍ବାଚନ : ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

କିଏ ହାତେଇବ ପଦ୍ମପୁର? ଆରମ୍ଭ ହୋଇଯାଇଛି ଭୋଟ ଗଣତି । ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷ।। ସିଂହ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଅନୁମାନ କରାଯାଉଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବ୍ୟାକ୍‌ପୁଟ୍‌ରେ ରହିଯାଇଛନ୍ତି । ପ୍ରଥମ,

ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ: ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ ଗଣତି

ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଗଣତି ଆରମ୍ଭ ହୋଇଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହେଉଛି । ୮ଟା.୩୦ରେ ହେବ ଇଭିଏମ ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଭୋଟ୍ ଗଣତି

ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ: ହନିଟ୍ରାପ୍‌ ଓ ଆର୍ଥିକ କାରବାର ନେଇ ପଚରାଉଚରା

ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଆଜି ଇଡି ଜେରାର ଦ୍ୱିତୀୟ ଦିନ । ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ନେଇ ଗୁଡ଼େଇ ତୁଡେଇ ତଦନ୍ତକାରୀ ଅଫିସର ଜେରା କରୁଛନ୍ତି । ଇଡି ଆଗରେ ଏବେ ଅସମାହିତ ପ୍ରଶ୍ନ । ଜେରାବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ଯେଉଁ ଅଗ୍ନିବର୍ଷୀ

ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀ

ମାସକରେ ଖାଲି ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର୍‌ ଠକ। ଗତ ମାସରେ ରାଜ୍ୟରେ ମୋଟ ୩୬୫ଟି ଅଭିଯୋଗ ଆସିଥିବା ବେଳେ ଏଥିରେ ରାଜଧାନୀର ୩୪୦ଟି ରହିଛି। ସର୍ବାଧିକ ୧୩୧ଟି ୟୁପିଆଇଜନିତ ଠକେଇ, ୭୮ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଏବଂ

କୋରାଇ ରେଳ ଦୁର୍ଘଟଣାର ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦିଆଗଲା ଅନୁକମ୍ପାମୂଳକ ସହାୟତା

ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କୋରାଇ ବିଧାୟକ ଅଶୋକ ବଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଓ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାରବର୍ଗଙ୍କୁ ଭେଟି

ଭଜା ପିଜୁଳି ଖାଇବା ଦ୍ୱାରା ମିଳିପାରିବ ଅନେକ ଲାଭ

ସାଧାରଣତଃ ଅନେକ ଲୋକ ଶୀତଦିନେ ପିଜୁଳି ଖାଇବାଠୁ ଦୂରେଇ ରୁହନ୍ତି। କାହିଁକି ନା, ଏହାର ପ୍ରଭାବ ଦେହକୁ ଥଣ୍ଡା ହୋଇଥାଏ। ଏହି କାରଣରୁ ଲୋକେ ଥଣ୍ଡା, ସର୍ଦ୍ଦି, କାଶରେ ପଡ଼ନ୍ତି। କିନ୍ତୁ ଯଦି ଆପଣ ସାଧାରଣ ପିଜୁଳି ପରିବର୍ତ୍ତେ ଭଜା ହୋଇଥିବା ପିଜୁଳି ଖାଇବେ, ତା’ ହେଲେ ଆପଣଙ୍କୁ କେବଳ