Odia News Portal
Yearly Archives

2022

ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା

ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା। ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ। ଗୁଣୁପୁର – ପୁରୀ ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ସୂଚନା।ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ, ଆଜି ସଂଧ୍ୟାରେ ନେବ ଅବପାତ ରୂପ

ବାତ୍ୟାର ଗତିପଥ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରର ଓ ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି ।

ପୁରୀରେ ହେବ ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ

ପୁରୀରେ ହେବ ରାଜ୍ୟର ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ମିଳିସାରିଛି । ସୋମବାର ପୁରୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ଏହି ସୂଚନା ପ୍ରଦାନ କରାଯାଇଛି। ୧୮ ବର୍ଷ ଏବଂ ତା’ଠାରୁ

ମୋତେ ସମୟ ଦରକାର, ସମସ୍ତଙ୍କ ଗୁମର ଖୋଲିବ: ଅର୍ଚ୍ଚନା ନାଗ

କ୍ୟାପିଟାଲ ହସପିଟାଲରେ ଆଜି ପୁଣି ମୁହଁ’ଖୋଲିଛନ୍ତି ଅର୍ଚ୍ଚନା । କହିଲେ ମୁହଁ ଖୋଲିଲେ ରାଜ୍ୟରେ ବଡ଼ ପରିବର୍ତ୍ତନ ହୋଇଯିବ । ହେଲେ ମୋତେ ସମୟ ଦରକାର । ସମସ୍ତଙ୍କ ଗୁମର ଖୋଲିବ । ମୋତେ ବଡ଼ବଡ଼ିଆ ଫସାଇ ଦେଇଛନ୍ତି ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ କ୍ୟାପିଟାଲ

ଆଜିଠୁ ଅର୍ଚ୍ଚନାଙ୍କୁ ରିମାଣ୍ଡକୁ ନେଇ ଜେରା କରିବ ଇଡି

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଗତକାଲି ଇଡିକୁ ଅନୁମତି ଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡ ସରିଲା ପରେ ପୁଣି ଡିସେମ୍ବର ୧୩ରେ ହାଜର କରିବାକୁ କୋର୍ଟ

ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ଅନୁମୋଦନ କରିଛନ୍ତି। ଡିସେମ୍ବର ୪ରେ ନୌସେନା ଦିବସ ଅବସରରେ ବିଶାଖାପାଟଣାରେ ନୂଆ ଧ୍ଵଜାର ଅନାବରଣ ହୋଇଥିଲା। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ନୌସେନା ଧ୍ବଜାର ପୁରୁଣା ଡିଜାଇନ୍ ୬ ସେପ୍ଟେମ୍ବର

ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆଜି ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜି ୨୦ ସମ୍ମିଳନୀ ନେଇ

ପଦ୍ମପୁରରେ ରେକର୍ଡ ୮୧ ଦଶମିକ ୨୯ ପ୍ରତିଶତ ମତଦାନ

ପଦ୍ମପୁର ଉପନିର୍ବାଚନରେ ସର୍ବକାଳୀନ ରେକର୍ଡ ମତଦାନ ହୋଇଛି । ମୋଟ ୮୧.୨୯ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର । ପୂର୍ବରୁ ୨୦୧୯ ମସିହାରେ ଏଠାରେ ୭୯ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ପଦ୍ମପୁର ଉପନିର୍ବାଚନରେ ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ମତଦାନ

ପଦ୍ମପୁରରେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ

ପଦ୍ମପୁରରେ ଚାଲିଛି ଉପ ନିର୍ବାଚନ ପାଇଁ ମତଦାନ। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ମିଳିଛି। ଏବେ ବି ଆଉ ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ଜଣାପଡ଼ିଛଇ। ଏନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି। ମୋଟ ୩୧୯ଟି ବୁଥ୍‌ରେ ୧୨୭୬ ଜଣ ପୋଲିଂ