Odia News Portal
Yearly Archives

2024

ଜେଇଇ ମେନ୍ ଫଳ ପ୍ରକାଶ: ଟପର୍ ତାଲିକାରେ ୫୬ ଜଣ, ଅନ୍ୱେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର

ବିଟେକ୍ ଓ ବିଇ ପଢିବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପେପର-୧ ଫଳ ପ୍ରକାଶ ପାଇଛି । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ୫୬ଜଣ ଟପର୍ ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ପ୍ରାର୍ଥୀ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ)ର

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ଶୁକ୍ରବାର ୮୯ ଆସନରେ ହେବ ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ପ୍ରଚାର ଅଭିଯାନ ଶେଷ ହୋଇଛି । ଆସନ୍ତା ୨୬ ତାରିଖରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୯ ଆସନରେ ମତଦାନ ହେବ । କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ କରାଯିବ। ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶ ଓ

ପାଣି ସମସ୍ୟା; ୧୫ କିମି ଚାଲିଲେ ଗ୍ରାମବାସୀ

ପାଣି ସମସ୍ୟା ଲାଗି ରହିଥିବାରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦେଉଳି ପଞ୍ଚାୟତର ଗୋଡ଼ା ଗାଁର ଗ୍ରାମବାସୀ ପ୍ରତିବାଦ ଜଣାଇବାକୁ ଅଭିନବ ପ୍ରୟାସ କରିଛନ୍ତି। ଗ୍ରାମବାସୀମାନେ ଗରା, ମାଠିଆ, ବାଲଟି ଧରି ଚାଲି ଚାଲି ୧୫ କିଲୋମିଟର ଆସିଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ

ପତ୍ନୀଙ୍କ ହାତ ଧରି ଡିନରରୁ ଫେରୁଥିଲେ ସାହିଦ କପୁର

ଯେତେବେଳେ ବି କୌଣସି ସେଲିବ୍ରିଟି କୁଆଡ଼େ ଯାଆନ୍ତି, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍‌ କରିବାକୁ ଚାଲି ଆସନ୍ତି । କିନ୍ତୁ ଅନେକ ବାର ସେଲିବ୍ରିଟିମାନେ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ପାପାରାଜିଙ୍କ ଉପରେ ଖୁବ୍‌ ରାଗିଯାଆନ୍ତି । ଏବେ ଏମିତି ହିଁ କିଛି ଘଟିଛି ସାହିଦ କପୁରଙ୍କ

ବାପାର କଟୁରୀ ଚୋଟରେ ପୁଅ ଲହୁଲୁହାଣ

ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା | ପାରିବାରିକ କଳହ ପାଇଁ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି | ତେବେ ଅବସ୍ଥା ଶଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ ମାହାଙ୍ଗା ମେଡିକାଲ ପକ୍ଷରୁ ଡାକ୍ତର ନିର୍ଦ୍ଦେଶ

ମୋକିମଙ୍କୁ ଜାମିନ୍

ଓଏଚଆରଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ ।

ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ :ବିଜେଡ଼ି

ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ଆର ଟି ଓ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଦଳର ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଛାଡିଲେ ବିଜେଡି। ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ

ଆସିଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଆଉ ୬ଟି ସିଟ୍‌ ପାଇଁ