Odia News Portal
Yearly Archives

2024

ମହାନଦୀରେ ଡଙ୍ଗା ବୁଡି ୨ ମୃତ, ୪ ନିଖୋଜ : ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାନଦୀରେ ଅଘଟଣ । ଏକ ଦେଶୀ ଡଙ୍ଗା ବୁଡି ଯିବାରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି । ଦେଶୀ ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲା ବେଳେ ବୁଡିଯାଇଥିଲା l ୨ ମୃତଦେହ ଉଦ୍ଧାର କରାଯାଇଛି। ୪ଜଣ

ଜଳୁଛି ଓଡ଼ିଶା: ଅଂଶୁଘାତରେ ଜଣେ ମୃତ, ୭୧ ଆକ୍ରାନ୍ତ

ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୭୧ ଜଣଙ୍କ ମଧ୍ୟରୁ

ପ୍ରଚାର ମଇଦାନରେ ପ୍ରଣବ ପ୍ରକାଶ

ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସକାଳୁ ସକାଳୁ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ସେ ମନ୍ଦିରକୁ ଯାଇଥିଲେ । ଜନସାଧାରଣ ପ୍ରଣବଙ୍କୁ ସ୍ବାଗତ କରିବା ସହ

ଏପରି ଏକ ମନ୍ଦିର, ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିଲେ ନଇଁଯାଏ ମନ୍ଦିର

ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ । ଜ୍ୟୋତିଷ

ମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍ରେସ ଓ ସିପିଆଇଏମ୍‌କୁ ଭୋଟ୍ ଦିଅ ନାହିଁ: ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇଛନ୍ତି। ହେଲେ ସେ ରାଜ୍ୟରେ କାହାକୁ ଜାଗା ଛାଡ଼ିବାକୁ ନାରାଜ। କେବଳ ଟିଏମ୍ସି ହିଂ ରାଜ୍ୟରେ ରାଜ୍ କରିବ। ବାକି ବିରୋଧୀ କେହି ନାହାନ୍ତି ବୋଲି ମମତା ପରୋକ୍ଷରେ କହିଛନ୍ତି। ଗୁରୁବାର

ମହାନଦୀରେ ଡ଼ଙ୍ଗା ବୁଡି ୭ ନିଖୋଜ, ଡଙ୍ଗାରେ ଥିଲେ ୫୦ ଜଣ

ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଲା ଡ଼ଙ୍ଗା l ଡ଼ଙ୍ଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ସୂଚନା ମିଳିଛି l ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଗୁଡିକ ଉଦ୍ଧାର

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ। ପ୍ରାୟ ଏକ ମାସ ଧରି ୧୪ ଜଣ

ବିଜେଡି ନିର୍ବାଚନ ଇସ୍ତାହାରରେ ନିଜ ମତ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ ପାଣ୍ଡିଆନ

ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଥାନ୍ତି। ସେଥିରେ ଭୋଟରଙ୍କୁ ଦଳ ତରଫରୁ ବହୁ ପ୍ରତିଶୃତି ଦିଆଯାଇଥାଏ। ସେହି ଅନୁସାରେ ଭୋଟର ସେମାନଙ୍କ ଦଳକୁ ମନୋନିତ କରିଥାନ୍ତି। ସେହିପରି ବିଜେଡି ତାହାର ଇସ୍ତାହାର ଏକ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରିବାକୁ

ନାମାଙ୍କନ ଭରିଲେ ଭୁଜବଳ

କଂଗ୍ରେସ ନେତା ଭୁଜବଳ ମାଝୀ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । କଂଗ୍ରେସର ସାଂସଦ ପ୍ରାର୍ଥୀଭବେ ଶ୍ରୀ ମାଝୀ ନାମାଙ୍କନ ଭରିଛନ୍ତି । ଆଜି ସେ ନିଜର ଶତାଧିକ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ପ୍ରକାଶ

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱରସ୍ଥ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବର୍ଷା