ମହାନଦୀ ଟ୍ରିବ୍ୟୁନାଲ୍, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ମହାନଦୀ ଟ୍ରିବ୍ୟୁନାଲ୍, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ର ଅବଧି ଆଉ ୯ ମାସ ବଢ଼ାଇ ଦେଇଛନ୍ତି। ଏବେ ଟ୍ରିବ୍ୟୁନାଲ୍ ୧୩ ଜାନୁଆରୀ ୨୦୨୭…
