ବୋଧପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ
କଟକ: କଟକ ଜିଲ୍ଲା ସଦର ବ୍ଲକ ବୋଧପୁର ପଂଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର । ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଆଣିଲେ ପଂଚାୟତ ବାସି ଓ ପୂର୍ବତନ ଲୋକପ୍ରତିନିଧି । ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ । ରାଜ୍ୟ ଓ କେନ୍ଦ୍ର ସରକାର ପଂଚାୟତର ଗରିବଙ୍କ ପାଁଇ କୋଟି କୋଟି ଟଙ୍କା ଅନୁଦାନରେ ଅଜାଡି!-->…
