Odia News Portal

ନିୟମିତ ହେବ ଠିକା ଡାଟାଏଣ୍ଟ୍ରି ଅପରେଟର

ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର। ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି

ଅଣ୍ଡା ତରକାରୀ ପାଇଁ ମାଆକୁ ହତ୍ୟା

ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ

ପରମବୀର ସିଂଙ୍କୁ ପଳାତକ ଘୋଷଣା

ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ

ଜୁନିଅର ବିଶ୍ୱକପ ହକି ପାଇଁ କଳିଙ୍ଗ ପ୍ରସ୍ତୁତ

ବିଶ୍ୱ ହକିର ପରିଚିତ କେନ୍ଦ୍ର ପାଲଟିଛି ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ । ଭାରତର ହକି ହୋମ୍ ଭାବେ ଲୋକପ୍ରିୟତା ହାସଲ କରିଥିବା କଳିଙ୍ଗ ହକି ଷ୍ଟାଡିୟମ ଆଉ ଏକ ବିଶ୍ୱ ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ପ୍ରସ୍ତୁତ । ଏଥର କଳିଙ୍ଗରେ ଆୟୋଜିତ ହେଉଛି ଜୁନିିଅର ବିଶ୍ୱକପ୍ ହକି । ଏଥିପାଇଁ

କାହିଁକି ପୁରୁଷ ଓ ମହିଳାଙ୍କ ସାର୍ଟ ବଟମ ଅଲଗା

ବହୁତ ଲୋକ ସାର୍ଟ ପିନ୍ଧିବାକୁ ଭଲ ପାଆନ୍ତି। ଏହି ପୋଷାକ ଯେତିକି ଆରାମ ଦାୟକ ପିନ୍ଧିବାକୁ ମଧ୍ୟ ସେତେ ଭଲ ଲାଗେ। କିନ୍ତୁ ପୁରୁଷ ଓ ମହିଳା ମାନଙ୍କର ସାର୍ଟ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ବିଶେଷ କରି ମହିଳାମାନଙ୍କ ସାର୍ଟରେ ବଟମ ବାମ ପଟେ ଥିବାବେଳେ ପୁରୁଷ ମାନଙ୍କର ବଟମ ଡାହାଣ ପଟେ ଥାଏ।

ଭକ୍ତ ଦେଖିବେ ଭଗବାନଙ୍କ ନୂଆ ରୂପ

ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡି ପାରନ୍ତି ନିକ୍

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ସାଇଟରେ ନିଜ ର୍ନାଁରୁ ନିକ୍ ଜୋନ୍ସଙ୍କ ନାଁ ହଟାଇ ଦେବା ପରେ ମନୋରଂଜନ ଜଗତରେ ଏହା ବିଜୁଳି ଭଳି ବ୍ୟାପୀଯାଇଥିଲା । ତାଙ୍କର ପ୍ରତିଟି ପ୍ରଶଂସକ ଏହା ଜାଣିବାକୁ ଚାହୁଁଥିଲେ କି, ବିବାହର ୩ ବର୍ଷ ନପୁରୁଣୁ କ’ଣ ଦୁହିଁଙ୍କର ବିଚ୍ଛେଦ

ବିଲେଇ ସହ ଖେଳୁିଥିବାର ନଜର ଆସିଲେ ବିରାଟ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳୀ ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ

ପୋଲିସ ସେବା ସର୍ଭେ ରିପୋର୍ଟ ଅନୁଶାରେ ୫ମ ସ୍ଥାନରେ ଓଡିଶା

ପ୍ରକାଶ ପାଇଛି ଦେଶର ପୋଲିସ୍ ସେବାକୁ ନେଇସର୍ଭେ ରିପୋର୍ଟ । ଏଥିରେ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ସ୍ଥିତି ଅତି ନୈରରାଶ୍ୟ ଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଏହି କ୍ଷେତ୍ରରେ ଦକ୍ଷିଣ ରାଜ୍ୟ ଗୁଡିକରେ ପୋଲସର ପ୍ରଦର୍ଶନ ଭଲ ରହିଛି ବୋଲି ଇଣ୍ଡିଆନ୍ ପୋଲିସ ଫାଉଣ୍ଡେସନ୍

ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କୁ କରୋନା

ଫ୍ରାନ୍ସରେ କରୋନା ଭୂତାଣୁ ପୁଣିଥରେ ବଢିବାରେ ଲାଗିଛି । ଦେଶର ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜକୁ ଅଲଗା କରିଦେଇଛନ୍ତି ଏବଂ ସେ ଏକ ବନ୍ଦ କୋଠରୀରୁ କାର୍ଯ୍ୟ ଜାରି ରଖିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଝିଅ କରୋନା ସଂକ୍ରମିତ