Odia News Portal
Browsing Tag

puri

କେମିକାଲ ବିସ୍ପରଣ ରେ ଜଣେ ଗୁରୁତର ଆହାତ

ପୁରୀ : କୃଷ୍ଣପ୍ରସାଦ ଗାଁ ରେ ବଡ ଧରଣର ଅଘଟଣ । ହଠାତ୍ ଡଙ୍ଗା ତିଆରି ଗୋଦାମରେ ଥିବା କେମିକାଲ ଦ୍ୱାରା ବିଷ୍ପୋରଣ ଘଟିଛି । ଏହି ବିଷ୍ପୋରଣ ରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଅରଖକୁଦା ଗାଁ ର ଉମେସ ବେହେରା । ତେବେ ଏହି ବିଷ୍ପୋରଣ କେଉଁ କାରଣରୁ ହେଲା ତାର

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ

ପୁରୀ ନୂଆନଇରେ ଭାସୁଛି ଯୁବକଙ୍କ ମୃତଦେହ

ପୁରୀ ନୂଆନଈରେ ଭାସୁଛି ଯୁବକଙ୍କ ମୃତଦେହ । ତେବେ ଯୁବକ ଜଣଙ୍କ ରବିବାର ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସୋମବାର ନୂଆନଈରୁ ତାଙ୍କ ମୃତଦେହ ମିଳିଛି । ଖବର ପାଇ ପୁରୀ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି ନାଁ ଏହା

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’

ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି

ରବିବାର ମଧ୍ୟାନ ସୁଦ୍ଧା ପୁରୀରେ ପହଞ୍ଚିବ ଜୱାଦ

ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ । ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିବାଗ ବିଭାଗ । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ବାତ୍ୟା। ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ‘ଜଓ୍ବାଦ’। ସେହି ସମୟରେ ପବନର

କଣ ରହିଛି ବାତ୍ୟାର ସ୍ଥିତି

ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,

ଦୁର୍ବଳ ହେଉଛି ବାତ୍ୟା

ବାତ୍ୟା ଦୁର୍ବଲ ହେଉଛି ବୋଲି କହିଛି ପାଣିପାଗ ବିଭାଗ । ଦିଗପରିବତ୍ତନ କରି ଦୁର୍ବଳ ହେଉଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ୧୨ ଘଣ୍ଟା ପରେ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା ଜୱାଦ । ଏହାର ପ୍ରଭାବରେ ବର୍ଷା ଜାରୀ ରହିବ । ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା କାର୍ଯ୍ୟ ଆରମ୍ଭ

ଶ୍ରୀକ୍ଷେତ୍ର ହେବ ଐତିହ ସହର । ଦେଶର ଅନ୍ୟାନ୍ୟ ଧର୍ମପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ୱତନ୍ତ୍ର ବ୍ୟବସ୍ଥା । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି କାର୍ଯ୍ୟ । ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ହ୍ୟାଲିପେଡ୍‌ରେ ପହଞ୍ଚିବା ପରେ ରୋଡ୍‌ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର

ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟାଂଶ କଣ

• ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ୟ୍ୟ କରଣ । • ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ । • ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ । • ରଥଯାତ୍ରା