Odia News Portal
Yearly Archives

2021

ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ପେନସନ

ଦେଶରେ ଓମିକ୍ରନ ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭୟଙ୍କର ରୂପ ନେବାରେ ଲାଗିଛି ଓମିକ୍ରନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା

ନୂଆ ଡିଜିପି ଦାଇତ୍ୱ ଗ୍ରହଣ କଲେ ସୁନିଲ ବଂଶଲ

ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ଅବସର ପରେ ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ବଂ । କଟକ ସ୍ଥିତ ପୋଲିସ ମୁଖ୍ୟ କାର୍ୟ୍ୟାଳୟରେ ଆନୁଷ୍ଠାନିକ ଭାବେ ସୁନୀଲଙ୍କୁ ଗାର୍ଡ ଅଫ ଅନର ପରେ ଦିଆଯାଇଛି ।

ପ୍ରେମକୁ ନେଇ ଯୁଵକକୁ ହତ୍ୟା ସନ୍ଦେହ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମହକୂମା ଦୁଵେକଲୋନୀ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ କାଲି ଏକ ବନ୍ଦ କୋଠରୀ ପଛରେ ଥିବା କୂଅରୁ ରସିଲଗାଇ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ମୁନିଗୁଡା ପୋଲିସ ଆଇ ଆଇ ସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ

ସୁସ୍ଥ ହେଲେ ସୈାରଭ ଗାଙ୍ଗୁଲି

କୋରନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇ, କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି

ହବନି ଜିରୋ ନାଇଟ ସେଲିବ୍ରେସନ

ଗତବର୍ଷ ପରି ଏଥର ବି ଜମିବନି ଜିରୋ ନାଇଟ ସେଲିବ୍ରେସନ । ଓମିକ୍ରନକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ମନା । ନା ହେବ ନା ଭୋଜି ନା ବାଜିବ ଡିଜେ । ରଙ୍ଗୀନ ଆଲୁଅରେ ନାଚି, ଗାଇ ନୂଆବର୍ଷ ୨୦୨୨କୁ କରି ହେବନି ସ୍ବାଗତ । କାରଣ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର

ଶିକ୍ଷକଙ୍କୁ ନୂଆ ବର୍ଷରେ ଉପହାର ଦେଲେ ରାଜ୍ୟ ସରକାର

ନୂଆବର୍ଷରେ ଶିକ୍ଷକଙ୍କୁ ଉପହାର ଦେଲେ ନବୀନ। ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କଲେ ରାଜ୍ୟ ସରକାର। ଉପକୃତ ହେବେ ପ୍ରାୟ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ । ୨୦୨୨ ଜାନୁଆରୀ ୧ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ ବୋଲି ସୂଚନା ରହିଛି । କ୍ୟାବିନେଟ୍ ବୈଠକରେ

ଜାନୁଆରୀରେ ହୋଇପାରିବନି ପିକନିକ

ଜାନୁଆରୀ ମାସରେ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଦୋକାନ ଖୋଲା ରହିବ । ଓମିକ୍ରନ ସଙ୍କ୍ରମଣକୁ ଦେଖି ସମସ୍ତ ପ୍ରକାରର ସାମାଜିକ ଓ

ବୁର୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ସଟ ସର୍କିଟ ଯୋଗୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ଫିମେଲ୍ ମେଡିସିନ୍ ୱାର୍ଡ ସମ୍ମୁଖରେ ସର୍ଟ ସର୍କିଟ୍ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ରାତି ୧୦ଟ । ରେ ୱାର୍ଡ ବାହାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। କିନ୍ତୁ

ଘର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଘର ପ୍ରଦାନ କରିବେ ରାଜ୍ୟ ସରକାର । ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି