୨୦ ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ
କଟକ : ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ…
