Odia News Portal
Yearly Archives

2021

ଭୁବନେଶ୍ୱରରେ ନୂଆ ସେନା ଉପମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି। ସେ ସିଧାସଳଖ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ସୈନିକ ସ୍କୁଲରେ ଏକ…

ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ପୀଠର ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ…

ଭାରତୀୟ ଦଳକୁ ୫ କୋଟିର ପୁରସ୍କାର

ବ୍ରିସବେନ: ବ୍ରିସବେନ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଏହା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫି ଜିତି ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪…

ବ୍ରିସବେନ ଟେଷ୍ଟରେ ଭାରତର ବାଜିମାତ୍

ବ୍ରିସବେନ: ବ୍ରିସବେନ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଏହା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫି ଜିତି ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪…

ବାଣୀବିହାର କ୍ୟାମ୍ପସରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୋଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସେପଟେ କୁଳପତିଙ୍କ ଅଫିସ ଆଗରେ…

ରାଜଧାନୀରେ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ ଓଭର ବ୍ରିଜ। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ…

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ପରମ୍ପରା ଆଗରେ ହାର ମାନିଲା କଟକଣା |ପଡ଼ିଲା ହଜାର ହଜାର ପଶୁପକ୍ଷୀଙ୍କୁ ବଳି|କରୋନା କଟକଣା ମଧ୍ୟରେ ରକ୍ତ ରଞ୍ଜିତ ହେଲା ବଲାଙ୍ଗୀର ଶୁଲିଆ ପୀଠ। ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡିଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ…

ଭଗବାନ ଶିବଙ୍କର ୫ ପ୍ରମୁଖ ରହସ୍ୟ…

ଭୁବନେଶ୍ବର: ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି…

ଟିଟିଲାଗଡ଼ରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ

ଟିଟିଲାଗଡ଼: ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ | ସୀମା ଡେଇଁଲା ଅମାନବିକତା | କାମାନ୍ଧ ଆଗରେ ବଳି ପଡିଲା ମାନବିକତା | ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଜି ଟିଟିଲାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି | ଠିକ ଭାବରେ କଥା କହି ପାରୁନଥିବା ଦିବ୍ୟାଙ୍ଗ…

ଓଡ଼ିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଦେଶର ବଡ଼ ଦାୟିତ୍ୱରେ ଓଡିଆ ପୁଅ । ଓଡିଆ ସେନା ଅଫିସରଙ୍କୁ ମିଳିଲା ବଡ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ । ସେନା ଉପମୁଖ୍ୟଭାବେ ଏସକେ ସାଇନି ସ୍ଥାନ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ |ଜାନୁଆରୀ ୩୧ରେ ଅବସର…